Page Nav

HIDE

Classic Header

{fbt_classic_header}

Top Ad

Breaking News:

latest
//

ସମାଜ ସେବୀ ଙ୍କ ମହାନତା ,ମିଳିଲାନି ଶବବାହକ ଗାଡ଼ି ସମାଜ ସେବୀ ସୁଲୁ ପଟ୍ଟନାୟକ ଙ୍କ ଜରିଆରେ ଗାଁରେ ପହଂଚିଲା ତୃତୀୟା ନାଏକ ଙ୍କ ମୃତଦେହ

  ସମାଜ ସେବୀ ଙ୍କ ମହାନତା ,ମିଳିଲାନି ଶବବାହକ ଗାଡ଼ି ସମାଜ ସେବୀ ସୁଲୁ ପଟ୍ଟନାୟକ ଙ୍କ ଜରିଆରେ ଗାଁରେ ପହଂଚିଲା ତୃତୀୟା ନାଏକ ଙ୍କ ମୃତଦେହ ପଙ୍ଗାତିରା ଗ୍ରାମର ତୃତୀୟ...

 ସମାଜ ସେବୀ ଙ୍କ ମହାନତା ,ମିଳିଲାନି ଶବବାହକ ଗାଡ଼ି ସମାଜ ସେବୀ ସୁଲୁ ପଟ୍ଟନାୟକ ଙ୍କ ଜରିଆରେ ଗାଁରେ ପହଂଚିଲା ତୃତୀୟା ନାଏକ ଙ୍କ ମୃତଦେହ


ପଙ୍ଗାତିରା ଗ୍ରାମର ତୃତୀୟା ନାଏକ  ରୋଗରେ ପିଡିତ ହୋଇ ଅନୁଗୋଳ ମେଡ଼ିକାଲ ରେ  ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁବରଣ_କଲେ  ,ତାଙ୍କ ବୋହୂ ଜ୍ୱାଇଁ , ମେଡ଼ିକାଲ ରୁ ମୃତଦେହ ଗାଁ କୁ ଆଣିବା ପାଇଁ ଗୋଟିଏ ଗାଡି ବୁଝିଥିଲେ ଯାହାକି ପାଞ୍ଚ ହଜାର ଟଙ୍କା ଗାଡ଼ି ଟି କହିବାରୁ ତାଙ୍କ ପାଖରେ ଏତେ ଅର୍ଥ ନଥିଲା  ,ତୃତୀୟା ଙ୍କ ବୋହୂ  ବିଏଚ୍ ଆର୍ ସି ଇଣ୍ଡିଆ ର ବ୍ଲକ ସଭାପତି  ବିରଞ୍ଚି ସାହୁ ଙ୍କୁ ଜଣାଇବାପରେ ବିରଞ୍ଚି ସାହୁ ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କୁ ଜଣାଇଥିଲେ ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ  ଅନୁଗୋଳ ର ବିଶେଷ ସମାଜସେବୀ ସୁବ୍ରତ ପଟ୍ଟନାୟକ ସୁଲୁ ବାବୁ ଙ୍କୁ ଜଣାଇବାପରେ ସମାଜସେବୀ  ସୁଲୁ  ପଟ୍ଟନାୟକ ତାଙ୍କ ସାନଭାଇ ବାପି ବାବୁ ଙ୍କୁ ପଠାଇ ଗାଡ଼ି ବ୍ୟବସ୍ଥା କରି   ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା ଗ୍ରାମ ନାଏକ ସାହି ର ତୃତୀୟା ନାଏକ ଙ୍କ ମୃତ ପଠାଇଲେ 


 ଅନୁଗୋଳ ର ବିଶିଷ୍ଟ ସମାଜସେବୀ ସୁବ୍ରତପଟ୍ଟନାୟକ (ସୁଲୁ). ଙ୍କ ମହାନତା , ପଙ୍ଗାତିରା ଗ୍ରାମର ତୃତୀୟା ନାଏକ ଙ୍କ ମରଶରୀରକୁ ଅନୁଗୋଳ ମେଡ଼ିକାଲ ରୁ ନିଜେ ଅର୍ଥ ବହନକରି ଗାଡ଼ି ରେ ପଠାଇଲେ ମୃତ ଦେହ ,ମୃତଦେହ ଗ୍ରାମ କୁ ପହଂଚିବା ପରେ ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ , କଙ୍କଡାହାଡ ବ୍ଲକ ବିଡ଼ିଓ ଙ୍କୁ ଜଣାଇଥିଲେ , ତୃତୀୟା ନାଏକ ଙ୍କୁ ଯଥାଶୀଘ୍ର ହରିଶ ଚନ୍ଦ୍ର ଯୋଜନା ଦେବା ପାଇଁ ,ବିଡ଼ିଓ ଜଶବନ୍ତ ଦେହୁରୀ ପ୍ରତିଶ୍ରୁତି ଦେଇଛନ୍ତି ସେହି ପରିବାର ଙ୍କୁ ହରିଶ ଚନ୍ଦ୍ର  ଯୋଜନା ମିଳିବ ବୋଲି , ଏବଂ  ,ସମାଜସେବୀ ସୁଲୁ ପଟ୍ଟନାୟକ , ବିଏଚ୍ ଆର୍ ସି ଇଣ୍ଡିଆ ର ,ବ୍ଲକ ସଭାପତି ବିରଞ୍ଚି ସାହୁ ଓ ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ  ଏବଂ ଅନୁଗୋଳ ର ବିଶିଷ୍ଟ ସମାଜସେବୀ ସୁବ୍ରତ ପଟ୍ଟନାୟକ ସୁଲୁ ଙ୍କ ଏହିପରି ସେବା ମହାନତା ପାଇଁ  ତୃତୀୟା ନାଏକ ଙ୍କ ପରିବାର ଏବଂ ଗ୍ରାମବାସୀ  ସାଧୁବାଦ ଜଣାଇଛନ୍ତି


.

No comments